ଗଜପତିରେ ବଢ଼ିଚାଲିଛି ବେଆଇନ ଗଞ୍ଜେଇ ଚାଷ। ପୁଣି କୋଟି କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କଲା ପେୋଲିସ। ଅଡ଼ବା ପୋଲିସ୍, ଅବକାରୀ ବିଭାଗ, ବନବିଭାଗ, ଏବଂ ରାଜସ୍ବ ବିଭାଗର ମିଳିତ ଉଦ୍ୟମରେ ରେଣୁ ଗ୍ରାମାଞ୍ଚଳରେ ଚଢ଼ାଉ କରଯାଇଥିଲା।
#illegal #cultivation #Gajapati #Ganja #policestation #raid #Odisha #ArgusNews