ପୁଣି ଟିକାକେନ୍ଦ୍ରରେ ଅବ୍ୟବସ୍ଥା। ଟିକା ନେବା ପାଇଁ ଲୋକମାନେ ଟିକା କେନ୍ଦ୍ର ସାମ୍ନାରେ ରାତିରୁ ଲମ୍ବା ଲାଇନ ଲଗାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଥାନା ବାପୁ ନୋଡାଲ ଟିକା କେନ୍ଦ୍ର ସାମ୍ନାରେ ।
#ArgusNews #Odisha #ArgusUpdateNews #Balasore #vaccination