ଆଇରନ୍ ବୋଝେଇ ଟ୍ରକ ଡ୍ରାଇଭରର ବେପରୁଆ ଯୋଗୁ ଚାଲିଗଲା ସ୍କୁଲଛାତ୍ର ଜୀବନ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ପୁରୁଣା ପାଣି ଗାଁ ନିକଟରେ ଦୁର୍ଘଟଣା । ସାଇକେଲରେ ଯାଉଥିବା ବେଳେ ଟ୍ରକ୍ ଧକ୍କାରେ ଘଟଣା ସ୍ଥଳରେ ପିଲାଟିର ମୃତ୍ୟୁ ହୋଇଛି l
#ArgusNews #Odisha #ArgusNewsTV #ArgusUpdate #Mayurbhanj #accident