ଦେଶରେ ୪ ଲକ୍ଷରୁ ଅଧିକ ଜୀବନ ନେଲାଣି କରୋନା ମହାମାରୀ । ଏବେ ମଧ୍ୟ କିଛି ରାଜ୍ୟରେ ଦ୍ବିତୀୟ ଲହର ନିୟନ୍ତ୍ରଣକୁ ଆସି ନଥିବା ବେଳେ ତୃତୀୟ ଲହର ନେଇ ଚେତାଇ ଦେଇଛନ୍ତି ଡାକ୍ତର ଓ ବିଶେଷଜ୍ଞ । ତେବେ ଦେଶର ଲୋକେ ଚେତିବା ପରିବର୍ତ୍ତେ କରୋନା ନିୟମକୁ ମାନୁ ନଥିବାରୁ ଚିନ୍ତା ପ୍ରକଟ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।
#ArgusNews #ArgusUpdate #National #Corona #Covid3rdwave #CoronaDeathRate