ପୁରୀ ଗସ୍ତରେ କେନ୍ଦ୍ରୀୟ ଟିମ୍। କୋଭିଡ୍ ପରିଚାଳନା ସହ ଟିକାକରଣର ଅଗ୍ରଗତି ନେଇ ସିଡିଏମଓଙ୍କ ସହ କରୁଛନ୍ତି ବିସ୍ତୃତ ଆଲୋଚନା। କଣ୍ଟାକ୍ଟ ଟ୍ରେସିଂ, ଟ୍ରିଟମେଣ୍ଟ ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଦିଆଯିବ ଗୁରୁତ୍ବ।
#ArgusNews #Odisha #ArgusUpdateNews #Puri #CentralTeam