ପୁରୀ ବାସେଳୀସାହୀ ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ। ପୂର୍ବ ଶତୃତାକୁ କେନ୍ଦ୍ରକରି ଘଟିଛି ହତ୍ୟାକାଣ୍ଡ। ତିଆଡି ବଗିଚାକୁ ଗାଧୋଇ ଯାଇଥିବା ବେଳେ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣି କରାଯାଇଛି ହତ୍ୟା।
#ArgusNews #Odisha #ArgusUpdate #Puri #MurderCase