ବର୍ଷା ହେଲେ ବନ୍ୟା ଆସିବାର ଆଶଙ୍କା ରହିଛି । ଏଭଳି ଭୟରେ ଦିନ କାଟୁଛନ୍ତି ଯାଜପୁର କୋରେଇ ବ୍ଲକ ବୈତରଣୀ ନଦୀକୂଳିଆ ଗ୍ରାମବାସୀ । ଭୟର କାରଣ ହେଲା ୧୫ ବର୍ଷ ହେବ ଅଧାପନ୍ତରିଆ ଭାବେ ପଡ଼ି ରହିଥିବା ନଦୀବନ୍ଧ ।
#ArgusNews #ArgusNewsTv #Odisha #Jajpur #Flood #BaitaraniRiver