ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ବିଏମସିର ନୂଆ ଗାଇଡ ଲାଇନ । ଯେକୌଣସି ସମୟରେ ସର୍ବାଧିକ ୫୦ ଜଣ ଲୋକଙ୍କୁ ଅନୁମତି । ସେପଟେ ମହାଳୟା ପାଇଁ ବିନ୍ଦୁ ସାଗରରେ ଲାଗିଲା କଟକଣା ।
#guidelines #BMC #outdooractivities #rituals #Mahalaya #swapnanjalimohanty #BinduSagar #Odisha #ArgusNews