ଦେଶ ମାତୃକା ପାଇଁ ପ୍ରାଣବଳି ଦେଇଥିବା ବୀର ସନ୍ତାନ ମାନଙ୍କ ବଳିଦାନକୁ ମନେ ପକାଇ ଆଜି ରକ୍ତତୀର୍ଥ ଇରମ ପାଳନ କରୁଛି ସହୀଦ ଦିବସ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ରକ୍ତ ତୀର୍ଥ ଇରମ ଦେଶରେ ଦ୍ବିତୀୟ ଜାଲିଆନାୱାଲାବାଗ ଭାବରେ ପରିଚିତ।
#SaheedDivas #MartyrsDay #Basudevpur #Bhadrak #Odisha #ArgusUpdate #ArgusNews