ଭୁବନେଶ୍ବରରୁ ଏକ ଚୋରା ବନ୍ଧୁକ ରାକେଟ୍ର ପର୍ଦ୍ଦାଫାସ। ଏଥିରେ ୨ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୧୦ଟି ବନ୍ଧୁକ ଜବତ କରାଯାଇଛି। ଜବତ ବନ୍ଧୁକ ମଧ୍ୟରେ ୫ ଟି ପିସ୍ତଲ ଓ ରିଭଲଭର, ୫ଟି SBML ବନ୍ଧୁକ ଜବତ ହୋଇଛି।
#ArgusNews #ArgusUpdate #Odisha #Guns_seized