ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ଏବଂ ଆବଦ୍ଧ ପୂଜା ପ୍ରସଙ୍ଗ । କଟକବାସୀଙ୍କ ସ୍ବାଭିମାନକୁ ରାଜ୍ୟ ସରକାରଙ୍କ ଅସମ୍ମାନ । ଶେଷରେ ଲୋକଙ୍କ ଭାବାବେଗ ଆଗରେ ମୁଣ୍ଡ ନୁଆଁଇଲେ ସରକାର । ବିବାଦ ବଢିବା ପରେ ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ ।
#BJP #Strike #CovidPandemic #DurgaPuja #odishafestival #Odisha #ArgusNews