ରାଜଧାନୀରୁ ବ୍ରାଉନସୁଗର ଜବତ। ସହିଦନଗର ଥାନା କେସୁରା ଅଞ୍ଚଳରେ ଘର ଭିତରୁ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ,ଏହାସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ ଜବତ; ବ୍ରାଉନସୁଗର ଓ ଟଙ୍କା ସହ ଜଣେ ମହିଳା ଏବଂ ଜଣେ ଯୁବକ ଗିରଫ,ଏନେଇ ସୂଚନା ଦେଲେ ଟ୍ୱିନ୍ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।
#ArgusNews #ArgusUpdate #Odisha #GanjaSeized #CommissioneratePolice