ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକରେ ଦୁଇଟି ପ୍ରସ୍ତାବ ଆଗତ ହୋଇଛି । ଶୋକ ପ୍ରସ୍ତାବ ଓ ରାଜନୈତିକ ଚିଠା ପ୍ରସ୍ତାବ । କୋଭିଡରେ ପ୍ରାଣ ହରାଇଥିବା କାର୍ଯ୍ୟକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଦୀର୍ଘ 21 ବର୍ଷ ଧରି ରାଜ୍ୟରେ ଏକ ସ୍ଥାଣୁ ସରକାର ରହିଛି ।
#ArgusNews #ArgusUpdate #Odisha #BJP_Pressmeet