ଆଜି ଇକମୋ ଚିକିତ୍ସା ପାଇଁ ଏୟାରଲିଫ୍ଟ ହେବେ ଢ଼େଙ୍କାନାଳ ଜିଲ୍ଲା ରାନଜାଗୋଲା ଅଞ୍ଚଳର ଦେବକାନ୍ତ ପ୍ରଧାନ । ଦୀର୍ଘ 40 ଦିନରୁ ଉର୍ଦ୍ଧ ହେବ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
#ArgusNews #Odisha #ArgusUpdateNews #Bhubaneswar #AirLift