ସ୍ବାସ୍ଥ୍ୟ ବୀମା କାର୍ଡ଼ କରାଇଦେବା ନାଁରେ ଠକେଇ ଅଭିଯୋଗ । ହେଲଥ୍ କାର୍ଡ ପାଇଁ ଆଦାୟ ହେଉଛି ଟଙ୍କା । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କେବିକଙ୍ଗା ଗାଁରେ କିଛି ଯୁବକ ସ୍ବାସ୍ଥ୍ୟ ବୀମା କାର୍ଡ଼ କରାଇଦେବା ନାରେ ଲୋକଙ୍କଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି ।
#Nabrangpur #healthinsurance #allegationsfraud #ArgusUpdate #Odisha #ArgusNews