ARGUS SUPERFAST
- ଆଜି ୟୁପିରେ ପ୍ରଥମ ପର୍ଯ୍ୟାୟ ଭୋଟ
- 107 ପୌର ପରିଷଦ ଏବଂ 3 ମହାନଗର ନିଗମ ପାଇଁ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ
- ବିଳମ୍ବିତ ରାତ୍ରୀରେ ପ୍ରଚାର କରିବାରୁ ରମେଶ ମାଝୀଙ୍କୁ ବିରୋଧ
- ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର ଆଡମ୍ବରରେ ଅନୁଷ୍ଠିତ ହୋଇଛି
- ରାଜାଘର ବାହାଘରରେ ବାଜିଲା ସିଂହ ବାଜା
- ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି
#voting #UPElection #voterlists #campaign #Opposition #PuriGajapati #rain #ArgusNews