Argus Update News 1pm
+ ସମ୍ବଲପୁରରେ ଧାନବିକ୍ରି ପ୍ରାପ୍ୟ ନ ପାଇ ବାପପୁଅଙ୍କ ମୃତ୍ୟୁ ଘଟଣା
+ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ
+ ରାତି ପାହିଲେ ମହାପ୍ରଭୁଙ୍କ ସବୁଠୁ ବଡ଼ ଯାତ୍ରା
+ ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ
+ କୋରାପୁଟରେ ଜମି ବିବାଦକୁ ନେଇ ଗୋଷ୍ଠୀସଂଘର୍ଷ
+ ମନରେଗା ବୃକ୍ଷରୋପଣରେ ସାମିଲ ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ
+ ଖୋଲିଲା ହୀରାକୁଦ ଜଳ ଭଣ୍ଡାରର 2ଟି ଗେଟ୍
#ArgusNews #Odisha #ArgusNewsTv #ArgusUpdate