ପୌର ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି। ପ୍ରଚାର ମଇଦାନକୁ ଓଲ୍ହାଇଛନ୍ତି ସ୍ବାମୀ-ସ୍ତ୍ରୀ। ରାଜଧାନୀ ଭୁବନେଶ୍ବର ୧୬ ନମ୍ବର ୱାର୍ଡରେ ବିଜେପି କର୍ପୋରେଟର ପ୍ରାର୍ଥୀ ପୁଷ୍ପଲତା ନାଥ ନିଜ ସ୍ବାମୀ ଅଞ୍ଜନ ନାଥଙ୍କ ସହ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି ।
#Bhubaneswar #municipalelections #campaign #bjpcorporate #candidate #ArgusNews