Madhyan Khabar 12 pm | 16 Feb 2023 | Argus News
+ ଆଇନକୁ ହାତକୁ ନେଲା ବିଜେଡି
+ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଜେପିର ହଲ୍ଲାବୋଲ
+ ବଶିମିଳିପାଳ ଜେନାବିଲ ରେଞ୍ଜ ହାତୀ ପୋଡ଼ି ଘଟଣାରେ ଗାର୍ଡ ତୁରାମ ପୁର୍ତ୍ତି ମୃତ୍ୟୁ ଘଟଣା
+ ଘରେ ପଶି ମହିଳାଙ୍କୁ ନିର୍ମମ ହତ୍ୟା
+ ବହୁ ଚର୍ଚ୍ଚିତ ସପ୍ଟୱେୟାର ଇଂଜିନିୟର ଶ୍ଵେତା ମୃତ୍ୟୁ ମାମଲା
+ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି
+ ଆଜି ପଙ୍କୋଦ୍ଧାର ଏକାଦଶୀ
#ArgusNews #MadhyanKhabar #Odisha