ଆଜି ଦ୍ୱିତୀୟ ପର୍ଯ୍ୟୟ ବଜେଟ ଅଧିବେଶନ ତୃତୀୟ ଦିନ। ଆଜି ବି ଗୃହ ଆରମ୍ଭରୁ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହେବାର ସମ୍ଭାବନା ରହିଛି। ଶାସକ ଦଳ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ କ୍ଷମା ମାଗିବାକୁ ଦାବି କରି ଜିଦରେ ଅଟଳ ରହିଛି... #ArgusNews #ArgusUpdate #Odisha #Bhuabneswar #Assembly