ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଥରେ ଫିଜିକଲ୍ କୋର୍ଟକୁ ବନ୍ଦ କଲେ ହାଇକୋର୍ଟ । ଆସନ୍ତା 5 ତାରିଖରୁ ଭର୍ଚୁଆଲ ମାଧ୍ୟମରେ କୋର୍ଟ ପରିଚାଳନା ହେବା ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଭର୍ଚୁଆଲ ମାଧ୍ୟମରେ କୋର୍ଟ ପରିଚାଳନା ହେବ ବୋଲି ନିର୍ଦେଶ ଦିଆଯାଇଛି ...
#ArgusNews #Odsha #ArgusUpdate