ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ରାକେଟ ଠାବ କରିଛି କନ୍ଧମାଳ ବାଲିଗୁଡ଼ା ପୋଲିସ । ବାଲିଗୁଡ଼ା ପୋଲିସ ପକ୍ଷରୁ କୁଟିକିଆ ରାସ୍ତାରେ ପାଟ୍ରୋଲିଂ ଚାଲିଥିଲା । ପାଟ୍ରୋଲିଂ ସମୟରେ ବକାରୀ ମୁଣ୍ଡା ଗ୍ରାମରୁ ଏହି ସମସ୍ତ ଗଞ୍ଜେଇ ଜବତ କରିଛି ପୋଲିସ ...
#ArgusNews #Odisha #ArgusUpdate