ଆଜି ବି ସମାନ ସ୍ଥିତି.... ଲଗାତାର ଚତୁର୍ଥ ଦିନରେ ଶାସକ ବିରୋଧୀ ମୁହାଁମୁହିଁ....
ପାଣି ପାଇଁ ଲଟେରୀ ସିଷ୍ଟମ... ନଂ ପଡିଲେ ଜଳ ମିଳିବ ନହେଲେ ନାହିଁ...
ଫାଣ୍ଡି ନିକଟରେ ଦୁଇ ନବଜାତ ଶିଶୁଙ୍କ ମୃତଦେହ ଠାବ....
ଏସସିବିରେ ଫ୍ୟାନ ଖସିବା ଘଟଣା...
ମଦ୍ୟପ ପୁଅର କାଠ ଫାଳିଆ ଚୋଟରେ ବାପା ମୃତ...
ପୁଣି ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା..
ବଢିବ ଖରା... 2ରୁ 3 ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବୃଦ୍ଧି ପାଇବ ତାତି...
ଆଜି ଭାରତ-ଇଂଲଣ୍ଡ ଟି-20ର 3ୟ ମୁକାବିଲା..
#ArgusNews #ArgusUpdate