ଆଇପିଏଲ 2021: ଭାରତୀୟ ଭାବେ ସର୍ବାଧିକ ଛକା ମାରିବାରେ ଧୋନିଙ୍କୁ ଟପିଲେ ରୋହିତ
ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ ଜଙ୍ଗଲରେ ମାଡ଼ ମରାଯିବା ଘଟଣା...ଭିଡ଼ିଓ ଭାଇରାଲ ପରେ ନିଜଆଡ଼ୁ ମାମଲା ରୁଜୁ କରି 6 ଜଣଙ୍କୁ ଗିରଫ କରିଛି ପୋଲିସ...ପୂର୍ବ ଶତ୍ରୁତାକୁ ନେଇ ଛାତ୍ରଙ୍କୁ ହୋଇଥିଲା ମରଣାନ୍ତକ ଆକ୍ରମଣ...
#ArgusNews #Odisha #ArgusUpdate