କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟରେ ଜଣେ ଷ୍ଟାଫ ନର୍ସଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତକ ମୈସୁମୀ ମିଶ୍ର । ଶବକୁ ଅଟକ ରଖି ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ କରି ଦୋଷୀକୁ ଗିରଫ କରିବାକୁ ଦାବି କରିଛି ନର୍ସ ସଂଘ ।
#ArgusNews #ArgusOdisha #ArgusOdia #ArgusUpdate #Kandhmal #Staffnurse