କୋଭିଡ୍ ମୁକାବିଲା ନେଇ ଦେଶର ବିଭିନ୍ନ ଡାକ୍ତରଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...କରୋନାର ଦ୍ବିତୀୟ ଲହର ବିରୋଧରେ ଡାକ୍ତରମାନଙ୍କ ଉତ୍ସର୍ଗୀକୃତ ଲଢେଇକୁ ପ୍ରଧାମମନ୍ତ୍ରୀ ମୋଦି ପ୍ରଶଂସା କରିବା ସହ ଡାକ୍ତରୀ ଭାତୃଭାବକୁ ଧନ୍ୟବାଦ ଜଣାଇଛନ୍ତି...
#ArgusNews #ArgusTv #ArgusUpdate #Covid #Doctors Narendra Modi