ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । କେନ୍ଦୁଝର ଜିଲ୍ଲାର ଗୌୟଲ ମୁଣ୍ଡା ଗ୍ରାମପଞ୍ଚାୟତ କନ୍ତଳା ଗ୍ରାମ ଏଭଳି ଘଟଣା ଦେଖିବାକୁ ମିଳିଛି । ଗ୍ରାମର ସୀତା ବିରୁଆ ନାମକ ଜଣେ ଗର୍ଭବତୀଙ୍କ ସ୍ୱାସ୍ଥ ଅବସ୍ତା ଗୁରୁତର ହବାରୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକେ...
#ArgusNews #ArgusUpdate #Odisha #Keonjhar #Ambulance