Sun, Feb 21 | 8:16 a.m.
କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ଥମୁନି ହାତୀ ମଡ଼କ
କଳାହାଣ୍ଡି କର୍ଲାପାଟରେ ଏକ ହାତୀ ଛୁଆର ମୃତଦେହ ଠାବ କରାଯାଇଛି । ଯାହାକୁ ନେଇ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ 7କୁ ବୃଦ୍ଧି ପାଇଛି । ସେପଟେ ସ୍ଥିତି ଅନୁଧ୍ୟାନ କରିଛନ୍ତି ତିନି ଜଣିଆ କେନ୍ଦ୍ରୀୟ ଟିମ ଆଜି ଫେରିଯିବାର ସମୟ ରହିଥିଲା.....
#ArgusNews #Odisha #Kalahandi #Elephant
ଅଧିକ ଖବର ପାଇ