ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ଯାଇ ସେଠାରେ ନିଜର ଅଭିଭାଷଣ ରଖିବେ । ପ୍ରଧାମନ୍ତ୍ରୀଙ୍କ ସହ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର , ଉପମୂଖ୍ୟମନ୍ତ୍ରୀ ସୁଶୀଲ ମୋଦି ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ସେଠାରେ ଉପସ୍ତିତ ରହିବେ ।
#ArgusNews #ArgusOdisha #ArgusOdia #ArgusUpdate #BiharElection