ବରଗଡ଼ ଜିଲ୍ଲାରେ ଧାନର ଅଭାବୀ ବିକ୍ରିକୁ ନେଇ ଚାଷୀଙ୍କ ଧାରଣା। ଚାଷୀ ସଂଗଠନ ଅତାବିରା ମାର୍କେଟ୍ ୟାର୍ଡରେ ତାଲା ପକାଇ ଦେଇଥିବା ବେଳେ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବୋଝେଇ ଟ୍ରାକ୍ଟର ରଖି ଚାଷୀମାନେ ଗତକାଲି ଠାରୁ ଧାରଣାରେ ବସି ରହିଛନ୍ତି।
#ArgusNews #ArgusNewsTv #Odisha #Bargarh #Farmers