#ସତ_କହିଲେ_ତ_ବିଦ୍ୟା #କ୍ରାଇମବ୍ରାଞ୍ଚକୁ_ମିଳିଲା_ତ_ସତ ମିଛ ଧରା ପରୀକ୍ଷା ହେଲା ବିଦ୍ୟାଭାରତୀଙ୍କର । ପାଖାପାଖି 4 ଘଣ୍ଟାର ପରୀକ୍ଷା ଦେଲେ ବିଦ୍ୟାଭାରତୀ ।ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ପରେ ସୌମ୍ୟଙ୍କ ପତ୍ନୀଙ୍କ ଲାଏ ଡିଟେକସନ୍ ଟେଷ୍ଟ ଖୋଲିଛି ବଡ ଗୁମର I #ACFMurdermystery #Soumyaranjan #Bidyabharti #Crimebranch #ParlakhemundiACF #Gajpati #DFO #Liedetection #Bhubaneswar #Homedept #Odisha #ArgusNews
