ଆଇନ ମାନୁନାହାନ୍ତି ଶାସକ ଦଳର ବିଧାୟକ । କୋଭିଡ୍ ଗାଇଡଲାଇନ୍କୁ ଖୋଲାଖୋଲି ଉଲ୍ଲଘଂନ । ଏଇ କ୍ରମରେ ଯୋଡି ହୋଇଛନ୍ତି ଚାନ୍ଦବାଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ମିଶ୍ରଣ ପର୍ବ କରି ଆଇନ ଭାଙ୍ଗିଛନ୍ତି ନିଜେ ବି ମାନିନାହାନ୍ତି ମୁଖିଆଙ୍କ ନିର୍ଦ୍ଦେଶ...
#ArgusNews #Odisha #Bhadrak #Chandabali #BJD #Mishran_Parba