ଏଥର ଘର ପାଖରେ ଦେଇପାରିବେ ସ୍ବାବ । ଭୁବନେଶ୍ବରରେ ଘରକୁ ଘର ବୁଲି କରୋନା ପରୀକ୍ଷା କରିବ ମୋବାଇଲ ଭ୍ୟାନ । ବିଏମସି ପକ୍ଷରୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । କୋଭିଡ ପରୀକ୍ଷା ପାଇଁ 9337929000 ନମ୍ବରକୁ କଲ୍ କରି ଲୋକେ ଏହାର ସୁବିଧା ନେଇପାରିବେ....
#ArgusNews #Odisha #Bhubaneswar #Covid19 #Mobile_Van #Covid_Test