କରୋନା ଟିକା ପାଇଁ ସ୍ୱାସ୍ଥ୍ୟ ବିଭାଗର ମାଇକ୍ରୋ ମ୍ୟାନେଜମେଣ୍ଟ। ରାଜ୍ୟର 2 କୋଟି ଲୋକ ନେବେ ମାଗଣା ଟିକା । ଏଥିପାଇଁ ୨୮ ତାରିଖରୁ କୋୱନ ପୋର୍ଟାଲରେ ଆରମ୍ଭ ହେବ ପଞ୍ଜିକରଣ । ନାଁ ପଞ୍ଜିକରଣ ପରେ କୋୱନ ପୋର୍ଟାଲ ଦେଖି ଟିକାକରଣ କେନ୍ଦ୍ର ଜାଣିପାରିବେ ହିତାଧିକାରୀ ।
#ArgusNews #Odisha #Corona #Vaccination #healthdepartment