ଲଢି ଲଢି ହାରିଗଲେ କୋରୋନା ଯୋଦ୍ଧା । ଲୋକଙ୍କ ସୁରକ୍ଷାରେ ସବୁ ବେଳେ ଥିଲେ ଆଗରେ । ଲୋକେ କହୁଥିଲେ ସେ, ଆଗ ଧାଡିର ଯୋଦ୍ଧା । ଗୁରୁବାର ରାତିରେ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି କେନ୍ଦୁଝର ଜିଲ୍ଲାପାଳଙ୍କ ଷ୍ଟେନୋ ଯୋଗେନ୍ଦ୍ର ବେହେରା....
#ArgusNews #Odisha #Keonjhar #Corona_Death