ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କଲା ଭାରତ । ସେହିପରି ଭାରତରେ ଲଗାତାର ଦ୍ୱିତୀୟ ଦିନରେ 90 ହଜାର ପାର କରୁଛି କରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 90 ହଜାର 802 କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏକ ହଜାର 1016 ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ....
#ArgusNews #India_Fight_Corona #Odisha_Fight_Corona