HEADLINES@ 3PM | 14 OCT 2021 | Argus News
+ ମନୀଷ ଅନୁରାଗ ମୃତ୍ୟୁ ମାମଲାର ଖୋଲୁଛି ଗୁମର
+ କେନ୍ଦୁଝର ବିଧାୟକ ମୋହନ ମାଝିଙ୍କ ଗାଡିକୁ ବୋମାମାଡ଼ ଘଟଣା
+ ରାଜ୍ୟ କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣା
+ ରାଉରକେଲାରେ ଏନକାଉଣ୍ଟର
+ ଜଗା ଦର୍ଶନ ପାଇଁ ଆସିଲା ନୂଆ ଏସଓପି
+ ଲଘୁଚାପର ରୂପ ନେଲା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ
+ ଆଜି ମଣ୍ଡପେ ମହାମାୟୀଙ୍କ ମହାନବମୀ ପୂଜା
#Headlines3PM #ManishMurdermystery #CongressConflict #RourkelaEncounter #NewSOP #LowPressure #MahaNavami #Odisha #ArgusNews