Headlines @ 10 Am | 5 Jun 2022 | Argus News
+ ଆଜି ଶପଥ ନେବେ ନବୀନଙ୍କ ନୁଆ ମନ୍ତ୍ରୀମଣ୍ଡଳ
+ ମନ୍ତ୍ରିମଣ୍ଡଳ ଶପଥ ପୂର୍ବରୁ ମୁଖ୍ୟନ୍ତ୍ରୀଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଆହ୍ବାନ
+ ଆଜି ବିଶ୍ବ ପରିବେଶ ଦିବସ
+ ସରିଲା ଦେବ ବିବାହ
#Headlines #Odisha #ArgusNews