Headlines@ 11 am | 18 Nov 2022 | Argus News
+ ହାଇୱେରେ ଚକାଜାମ୍ କଲେ ହାତୀପଲ
+ ସ୍ବାମୀକୁ ମାରିଲେ ସ୍ବାମୀ-ସ୍ତ୍ରୀ
+ ପଦ୍ମପୁରରେ ଆଜିଠୁ ଜୋରଦାର ପ୍ରଚାର
+ ଜିଲ୍ଲା ମାନ୍ୟତା ଦାବି ଆଗରେ ବିଜେଡି ମୁଣ୍ଡ ନୁଆଁଇବା ପରେ ତଳସ୍ତର ଯାଏଁ ତେଜିଲାଣି ସାରା ପଦ୍ମପୁରରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ
+ ରାୟଗଡ଼ା ଜିଲ୍ଲାପାଳଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ତୃତୀୟ ସମନ
+ ନୂଆଦିଲ୍ଲୀ `ନୋ ମନି ଫର୍ ଟେରର୍' ସମ୍ମିଳନୀ ଆରମ୍ଭ
+ ମହାକାଶକୁ ଯାତ୍ରା କରିବ ଭାରତର ପ୍ରଥମ ଘରୋଇ ରକେଟ୍
#headlines11am #elephantterror #Nayagarh #RayagarhCollector #ArgusNews