|| headlines 11 am ||
- ଦିନକ ପରେ ବଡ଼ଦାଣ୍ଡରେ ଗଡ଼ିବ ତିନିରଥ
- ରୁପା ଛାଉଣିରେ ସଜେଇ ହେବ ଶ୍ରୀମନ୍ଦିରର 4 ଦ୍ବାର
- ରାଜ୍ୟରେ ପୁଣି 58 ଜୀବନ ନେଲା ଭାଇରସ
- କରୋନା କାଳରେ କେରଳରେ ଆଉ ଏକ ଭାଇରସ
- ଗଞ୍ଜାମ ବୁଗୁଡ଼ାରେ ମନରେଗା ମହାଦୁର୍ନିତୀ
- ବାରିପଦାରେ ଘରୋଇ ହସ୍ପିଟାଲରେ ରୋଗୀଙ୍କୁ ଅବହେଳା ପ୍ରସଙ୍ଗ
- ଜେଲରେ ଜୁଲମ...କଏଦୀଙ୍କ ଉପରେ ଖାକିର ଦାଦାଗିରି
#ArgusNews #ArgusNewsTv #Odisha #Headlines