Headlines 11am | 12 Feb 2022 | Argus News
+ ସଙ୍କଟରେ ଗଜରାଜ୍
+ ରାଜ୍ୟରେ ଆଉ ୧୫୩୯ କରୋନା ଆକ୍ରାନ୍ତ ଚିହ୍ନଟ
+ ପାରାଦୀପ ତାରିଣୀଗଡ଼ାରେ ନକଲି ମଶାଧୂପ କାରଖାନା ଠାବ
+ ଉତ୍ତରାଖଣ୍ଡରେ ଅନୁଭୂତ ହେଲା ଭୂମିକମ୍ପ
+ ଆଜି ଗୋଆରେ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ରାଲି
+ ଆଜିଠୁ ଲିଙ୍ଗରାଜ ମନ୍ଦିରକୁ ଯାଇ ପାରିବେ 15 ବର୍ଷରୁ କମ ପିଲା
+ କମିଲା ପଶ୍ଚିମା ଝଡର ପ୍ରଭାବ, ରାଜ୍ୟରେ ପୁଣି ବଢ଼ିବ ଶୀତ
#Headlines11am #Elephant #Covid #earthquake #Uttarakhand #PMModi #ArgusNews