HEADLINES 1PM
- ଷ୍ଟାଫ ସିଲେକ୍ସନ କମିଶନରେ ମହାଦୁର୍ନୀତି ଅଭିଯୋଗ ଆଣିଲେ ବିଜୟ ମହାପାତ୍ର
- ନିଯୁକ୍ତି ପାଇଁ କାନ ଧରି ଆଣ୍ଠେଇ ପ୍ରତିବାଦ କଲେ ବିଇଡି ଶିକ୍ଷକ.
- ଆସନ୍ତା 16 ତାରିଖରୁ UG/PG କ୍ଲାସରୁମ୍ ପାଠପଢ଼ା
- ପୋଲିସ ବର୍ଦ୍ଦିରେ ମଦ
- କଟକ ଖ୍ରୀଷ୍ଟ କଲେଜ ତୁଷାରକାନ୍ତ ସାହୁ ମୃତ୍ୟୁ ମାମଲାରେ ବଢୁଛି ରହସ୍ୟ
- ସୌମ୍ୟ ମୃତ୍ୟୁ ମାମଲାରେ ବିବାଦରେ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ
- ଅଲିମ୍ପିକ୍ସରେ ହାରିଲା ଭାରତୀୟ ମହିଳା ହକି ଟିମ
- ରାଜ୍ୟରେ ଚିନ୍ତା ବଢାଉଛି କରୋନା ମୃତ୍ୟୁସଂଖ୍ୟା
- କୋରୋନା କଟକଣା ମଧ୍ୟରେ ଧୀରେ ଧୀରେ ଖୋଲୁଛି ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ
#ArgusNews #Odisha #Headlines