Headlines@ 7 am | 19 July 2022 | Argus News
+ ଆସନ୍ତାକାଲି କମନୱେଥ୍ ଗେମ୍ସ ସ୍ଥିରୀକୃତ ଭାରତୀୟ ଦଳ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
+ ସରିଲା ରାଷ୍ଟ୍ରପତି ନିର୍ବାଚନ ଭୋଟ
+ ରାୟଗଡ଼ା କାଶୀପୁରରେ ଚିହ୍ନଟ ହେଲା ହଇଜା ଭୂତାଣୁ
+ ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷକୁ ଓଡ଼ିଶା ବନ୍ଦ ଡାକରା
+ କେରଳରେ ଚିହ୍ନଟ ହେଲେ ଆଉ ଜଣେ ମଙ୍କି ପକ୍ସ ସଂକ୍ରମିତ
+ ଲଗାଣ ବର୍ଷାରେ ଭିଜିଲା ଓଡ଼ିଶା
+ ମାଟିମୂର୍ତ୍ତି ଭରିଛି ଜୀବିକାରେ ବାସ
#headlines7am #commonwealthgames #influenzavirus #OdishaBanda #ArgusNews