HEADLINES 7PM : 26 OCT 2021 : ARGUS NEWS
+ମମିତା ମେହେର ହତ୍ୟା ଘଟଣାରେ ବଢୁଛି କ୍ୟାପଟେନଙ୍କ ଇସ୍ତଫା ଦାବି
+ବିଜେଡିରେ ଆର୍ଟିକିଲ ଝଡ
+ସଙ୍କଟରେ ଦେଶର ସର୍ବ ପୁରାତନ ଜନଜାତିଙ୍କ ଜୀବନ
+ରାଜ୍ୟରେ ବୟନ ଶିଳ୍ପରୁ ବିକାଶ
+ଶେଷ ହେଲା ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପ୍ରକ୍ରିୟା
+ବିଜେଡି ପକେଟରେ କଂଗ୍ରେସ
+ଦେବାଶିଷ ସାମନ୍ତରାୟ ଖୋଲିଦେଲେ ବିଜେଡି ରାଜନୀତିର ପୋଲ୍
+‘ଜୟ ଜଗନ୍ନାଥ, ରସଗୋଲା ଆମର’
#HEADLINES_7PM #mamitameher #JusticeForMamitaMeher #BJD #silk #Congress #debasishsamantray #politicians #Rasgulla #JayJagannatha #Odisha #ArgusNews