ନିଆଁରେ ପୋଡି ହୋଇ 14 ବର୍ଷର ନାବାଳିକା ଗୁରୁତର ....
Wed, Feb 10 | 2:08 p.m.
ନିଆଁରେ ପୋଡି ହୋଇ 14 ବର୍ଷର ନାବାଳିକା ଗୁରୁତର । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଘଟଛି ଏଭଳି ଅଘଟଣ । ଗୁରୁତର ନାବାଳିକା ଜଣଙ୍କ ମୋନାଲିସା ଦଳେଇ । ଶୀତରୁ ରକ୍ଷା ପାଇଁ ନିଆଁରେ ସେକି ହେଉଥିବାବେଳେ ଡ୍ରେସରେ ନିଆଁ ଲାଗିଯାଇଥିଲା । ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ....
#ArgusNews #UpdateNews #Brun