|| HEADLINES 2PM ||
- 4ରୁ 5 ଦିନ ମଧ୍ୟରେ ରାଜ୍ୟରେ ଦିନ ବେଳେ ଲାଗୁ ହୋଇପାରେ କର୍ଫ୍ୟୁ...
- ଖୁବଶୀଘ୍ର ସିଲ ହେବ ଭୁବନେଶ୍ୱର ସ୍ଥିତ ଏସ ବି ଆଇ ମୁଖ୍ୟ କାର୍ଯ୍ୟାଳୟ...
- ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ...
- ସିଏଜି ରିପୋର୍ଟ ଖୋଲିଲା ରାଜ୍ୟର ସଙ୍ଗୀନ ସ୍ଥିତି...
- ବୁଝାଇବା ପରେ ହଟିଲେ... ଗାନ୍ଧୀ ମୂର୍ତ୍ତିତଳୁ ଧାରଣାରୁ ଉଠିଲେ ବିଜେପି ବିଧାୟକ...
- ରାଜ୍ୟରେ ଆଜି 471 ପଜିଟିଭ...
- ଗଂଜାମ ସାନଖେମୁଣ୍ଡିରେ ଜନନୀ ଯନ୍ତ୍ରଣା...
- ଆଜି ଭକ୍ତଙ୍କ ପାଇଁ ଜଗା ଦର୍ଶନ ବନ୍ଦ... ପ୍ରତି ସପ୍ତାହରେ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର...
#ArgusNews #Headlines