|| HEADLINES 9AM ||
- ଆଜିଠୁ ରାଜ୍ୟର 10 ଜିଲ୍ଲାରେ ଆରମ୍ଭ ହେବ ନାଇଟ କର୍ଫ୍ୟୁ...
- ପୁଣି ଆନ୍ଧ୍ରର ଦାଦାଗିରି…କୋଟିଆରେ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନ ନେଇ ବିଜ୍ଞପ୍ତି…
- ବଲାଙ୍ଗୀର କଣ୍ଟାବାଞ୍ଜି ପଟେଲ କଲୋନୀରେ ନାବାଳିକା ନିଖୋଜ ଘଟଣା…
- ପିପିଲିରେ ରକ୍ତମୁଖା ବିଜେଡି କର୍ମୀ...
- ଥାନାରେ ଦମ୍ପତିଙ୍କୁ ପୁଲିସର ଥାର୍ଡ ଡିଗ୍ରୀ ଅଭିଯୋଗ...
- କାଟିବୁ କିନ୍ତୁ ଲଗାଇବୁନି…ରାସ୍ତା ନିର୍ମାଣ ନାଁରେ ମୃତ୍ୟକୁ ବାଟ…
- ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ଥି...
#ArgusNews #Headlines