Headlines 12pm ||
- ଟିକା ନେଲେ ମୁଖ୍ୟମନ୍ତ୍ରୀ....
- ଦିଲ୍ଲୀ ଏମସରେ କୋରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ...
- ଆରମ୍ଭ ହେଲା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟୀକାକରଣ...
- ଆମ୍ୱୁଲାନ୍ସରୁ ଡେଇଁଲେ ରୋଗୀଙ୍କ ମା....
- କାଠ ଫାଳିଆ ଏବଂ ବେଲ୍ଟରେ ପିଟି ପିଟି ଯୁବକଙ୍କୁ ହତ୍ୟା....
- ଦୀର୍ଘ ୧୯ ବର୍ଷ ପରେ ହାଇକୋର୍ଟରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ହେବ ଶୁଣାଣି....
- ଆରମ୍ଭ ହେଲା ସକାଳୁଆ ସ୍କୁଲ...
- ପ୍ରେମ ଦେଖେନି ଜାତି, ଧର୍ମ କି ସୌନ୍ଦର୍ଯ୍ୟ.....
- ଆଜି ଓଲିଉଡ ଷ୍ଟାର ସବ୍ୟସାଚୀ-ଅର୍ଚ୍ଚିତାଙ୍କ ବାହାଘର...
#ArgusNews #Odisha #ArgusUpdateNews #UpdateNews #Headlines
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍