ଟ୍ୱିନସିଟିରେ ଗୋଷ୍ଠୀ ସଙ୍କ୍ରମଣ ସ୍ଥିତି...ଆଶଙ୍କା ଜାହିର କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ...
ମେଡିକାଲ ସମ୍ମୁଖରେ ଚାଲିଗଲା ରୋଗୀର ଜୀବନ...ଆମ୍ବୁଲାନ୍ସରେ 45 ମିନିଟ୍ ପଡି ରହିଲେ ପ୍ରଦୀପ୍...
ପୁଣି ନ୍ୟାୟ ପାଇଁ ଏକାଠି... ହାଇକୋର୍ଟର ଦ୍ୱାରସ୍ତ ହେଲା ଭାରତୀୟ ବିକାଶ ପରିଷଦ...
ଶବକୁ ମିଳିଲାନି ମହାପ୍ରୟାଣ ଗାଡି...ସାଇକେଲରେ ବୃଦ୍ଧ ବାପାଙ୍କ ମୃତଦେହ ବୋହିଲା ପୁଅ...
ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିଠୁ ଅନଲାଇନ୍ ପଞ୍ଜିକରଣ...
ପୁଣି ବିବାଦରେ ସୋର ବିଜେଡି ବିଧାୟକ...ସମର୍ଥକଙ୍କୁ ଲଗାଇ ବିଧବା ମହିଳାଙ୍କୁ ମାଡ଼ ଅଭିଯୋଗ...
ଭୁବନେଶ୍ୱରରେ ବେଟିଂ ରାକେଟର ପର୍ଦ୍ଦାଫାସ... OYO ରୁମରେ ବେଟିଂ ଚାଲିଥିବାବେଳେ କମିଶନରେଟ ପୋଲିସର ଚଢ଼ାଉ...
ରାଜ୍ୟରେ ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ... ଆଜି 8386 ପଜିଟିଭ ଚିହ୍ନଟ...
ଗଞ୍ଜାମରେ ଦିନ 2ଟାରୁ ସକାଳ 5ଟା ଯାଏଁ ଦୋକାନ ବଜାର ବନ୍ଦ...
#ArgusNews #Odisha #Headlines 3 PM