Headlines 7Pm
- ଦିଲ୍ଲୀରେ ଟ୍ରାକ୍ଟର ଟେରର, ଗଣତନ୍ତ୍ର ଦିବସରେ ଗଣତନ୍ତ୍ର ସହ ଗଦ୍ଦାରି...
- ଖଣ୍ଡା ଧରି ପୋଲିସ ଉପରେ ଆକ୍ରମଣ ଉଦ୍ୟମକାରୀ କିଏ...
- ସରକାର ଜମିରେ ନା ଗୁଗୁଲ୍ରେ ?....
- ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର.....
- ଗଣତନ୍ତ୍ର ଜିତୁଛି ମାଓବାଦ ହାରୁଛି,
- ଓଡିଆ ଅସ୍ମିତା ଆଳରେ ବରପୁତ୍ର ନେତାଜୀ ସୁବାଷ ବୋଷଙ୍କୁ ଅସମ୍ମାନ....
- ପୁରସ୍କାର ପାଇଁ ଫିକ୍ସିଂ....
- ସାଧାରଣତନ୍ତ୍ର ଦିବସରେ ରାଜପଥରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି.....
#ArgusNews #Odisha #Headlines